ଭାରତ

ଏହି ଗୀତ ପାଇଁ ୫ ବର୍ଷ ହେବ ଫିଜିଓ‌ଥେରାପି କରାଉଛନ୍ତି ନୋରା 

(ମୁମ୍ବାଇ) : ନୋରା ଫତେହିଙ୍କୁ କିଅବା ନ ଜାଣେ । ଟାଙ୍କି କିଏ କିଏ ବଲିଉଡର ଡ୍ୟାନ୍ସ କୁଇନ୍ ମଧ୍ୟ କୁହନ୍ତି କୁହାଯାଉଛି। ଗତ କିଛି ବର୍ଷ ମଧ୍ୟରେ ନୋରା ନିଜର ନୃତ୍ୟ ଶୈଳୀ ଦ୍ବାରା ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସୁପରହିଟ୍ ଗୀତ ଦେଇଥିବା ନୋରା ନିଜର ଏକ ଗୀତ ପାଇଁ ଏବେ ବି ଫିଜିଓ‌ଥେରାପି ନେଉଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଫିଲ୍ମ ‘ବଟାଲା ହାଉସ୍’ରେ ନୋରା ଫତେହି ‘ଓ ସାକି ସାକି’ ଗୀତରେ ନାଚିଥିଲେ। ଉଭୟ ଗୀତ ଓ ନୋରାଙ୍କ ନୃତ୍ୟକୁ ଲୋକେ ପସନ୍ଦ କରିଥିଲେ। ହେଲେ ଏହି ଗୀତରେ ଥିବା ଡ୍ୟାନ୍ସ ଷ୍ଟେପ ପାଇଁ ସେ ୫ବର୍ଷ ହେଲାଣି ଫିଜିଓ‌ଥେରାପି ନେଉଥିବା କହିଛନ୍ତି। ସେ କହିଛନ୍ତି ମୋ ଆଣ୍ଠୁ ଓ ଅଣ୍ଟାର ତଳ ଭାଗରେ ଗଭୀର ଯନ୍ତ୍ରଣ ହୋଇଥିଲା। ଏବେ ବି ମୋତେ ଯନ୍ତ୍ରଣ ଅନୁଭବ ହେଉଛି, ଯେଉଁଥିପାଇଁ ମୁଁ ୫ବର୍ଷ ହେଲାଣି ମୁଁ ଫିଜିଓ‌ଥେରାପିର ସାହାରା ନେଉଛି।

Related posts

ମହମରେ ବାବା ରାମଦେବ

mahabharatanews

ସଡକ ପରିବହନ ମନ୍ତ୍ରୀଙ୍କ ବଡ ସୂଚନା

mahabharatanews

ଗୋବିନ୍ଦାଙ୍କ ଟିକେଟକୁ ନେଇ ବଢୁଛି ସସପେନ୍ସ

mahabharatanews