ଭାରତ

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

(ଦିଲ୍ଲୀ) : ପୁଣି ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ । ସୋମବାର ଦିନ ଦିଲ୍ଲୀ ପୋଲିସ ଏହି ସୂଚନା ଜାରି କରାଯାଇଛି ।

ପୋଲିସ କହିବା ଅନୁସାରେ, ଧମକ ଦେଇଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏପ୍ରିଲ ୫ରେ ଦିଲ୍ଲୀ ଏୟାରପୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦୁଇ ଯାତ୍ରୀଙ୍କୁ ଯାଞ୍ଚ୍ କରାଯାଇଥିଲା ଏହି ସମୟରେ ଯାତ୍ରୀ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲେ। ତେବେ ସୋମବାର ଦିନ ଦିଲ୍ଲୀ ପୋଲିସ ଏହି ସୂଚନା ଜାରି କରାଯାଇଛି ।

Related posts

 ‘ଅପରେସନ୍‌ ଅଜୟ’ ; ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟ

mahabharatanews

 “କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ”: ମୋଦି

mahabharatanews

ଅର୍ଦ୍ଧସାମରିକ ବାହିନୀରେ ଖାଲିପଡିଛି ୮୪ ହଜାର କନେଷ୍ଟବଳ ପଦବୀ

mahabharatanews