ମନୋରଞ୍ଜନ

OTT’ରେ ବିଗ୍ ବସ୍

ଛୋଟ ପରଦାରେ ରିଆଲିଟି ଶୋ’ ‘ବିଗ୍ ବସ୍’ର କ୍ରେଜ୍ ପ୍ରତ୍ୟେକ ବର୍ଷ ଦେଖିବା ପାଇଁ ମିଳିଥାଏ । ଏହାରି ମଧ୍ୟରେ ନିର୍ମାତାମାନେ ବିଗ୍ ବସ୍ OTT’ଆରମ୍ଭ ହେବା ନେଇ ସୂଚନା ଜାରି କରିଛନ୍ତି । ୱେଲ୍ ବିଗ୍ ବସ ଓଟିଟି’ର ପ୍ରଥମ ସିଜିନ୍ 2020ରୁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ‘ବିଗ୍ ବସ୍ OTT 3’ ଖୁବ୍ ଶୀଘ୍ର ଜିଓ ସିନେମାରେ ପ୍ରସାରିତ ହେବ । କିଛି କିଛି ସେଲିବ୍ରିଟି ଏହି ଶୋ’ରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିରେ ଦଲଜିତ୍ କୌର, ପ୍ରତୀକ୍ଷା ହନମୁକେ, ସନା ସୈଇଦ, ଶୋଏବ ଇବ୍ରାହିମ ଭଳି ନାମ ସାମିଲ ଅଛି ।

ସୂଚନାନୁଯାୟୀ ,  ‘ବିଗ୍ ବସ୍ OTT ସିଜନ୍ 3’ ମେ 15 ରୁ ଆରମ୍ଭ ହେବ। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ସଲମାନ ଖାନ ଖୁବ ଶୀଘ୍ର ତୃତୀୟ ସିଜିନ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ଏଥର କେଉଁ କେଉଁ ତାରକାଙ୍କୁ ଏହି ଶୋ’ରେ ଦେଖିବାକୁ ମିଳିବ ।

Related posts

OTT’ପ୍ଲାଟଫର୍ମରେ ଧମାଲ କରୁଛି ଫିଲ୍ମ ‘ଫାଇଟର୍’

mahabharatanews

“ଏକ ଯୁଗର ଅନ୍ତ ଘଟିଛି,” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ – ପ୍ରତ୍ୟେକ ପିଢ଼ିର ଜଣେ ପ୍ରିୟ ତାରକା ଚାଲିଗଲେ।

mahabharatanews

ଅଦ୍ଭୁତ ରୋଗର ଶିକାର ହୋଇଛନ୍ତି ଶାହନାଜ ଟ୍ରେଜେରି

mahabharatanews