ମନୋରଞ୍ଜନ

OTT’ରେ ବିଗ୍ ବସ୍

ଛୋଟ ପରଦାରେ ରିଆଲିଟି ଶୋ’ ‘ବିଗ୍ ବସ୍’ର କ୍ରେଜ୍ ପ୍ରତ୍ୟେକ ବର୍ଷ ଦେଖିବା ପାଇଁ ମିଳିଥାଏ । ଏହାରି ମଧ୍ୟରେ ନିର୍ମାତାମାନେ ବିଗ୍ ବସ୍ OTT’ଆରମ୍ଭ ହେବା ନେଇ ସୂଚନା ଜାରି କରିଛନ୍ତି । ୱେଲ୍ ବିଗ୍ ବସ ଓଟିଟି’ର ପ୍ରଥମ ସିଜିନ୍ 2020ରୁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ‘ବିଗ୍ ବସ୍ OTT 3’ ଖୁବ୍ ଶୀଘ୍ର ଜିଓ ସିନେମାରେ ପ୍ରସାରିତ ହେବ । କିଛି କିଛି ସେଲିବ୍ରିଟି ଏହି ଶୋ’ରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିରେ ଦଲଜିତ୍ କୌର, ପ୍ରତୀକ୍ଷା ହନମୁକେ, ସନା ସୈଇଦ, ଶୋଏବ ଇବ୍ରାହିମ ଭଳି ନାମ ସାମିଲ ଅଛି ।

ସୂଚନାନୁଯାୟୀ ,  ‘ବିଗ୍ ବସ୍ OTT ସିଜନ୍ 3’ ମେ 15 ରୁ ଆରମ୍ଭ ହେବ। ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ । ସଲମାନ ଖାନ ଖୁବ ଶୀଘ୍ର ତୃତୀୟ ସିଜିନ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ତେବେ ଚାଲନ୍ତୁ ଜାଣିବା ଏଥର କେଉଁ କେଉଁ ତାରକାଙ୍କୁ ଏହି ଶୋ’ରେ ଦେଖିବାକୁ ମିଳିବ ।

Related posts

୧୦୦୦ କୋଟି ଆୟ କଲା ଫିଲ୍ମ ‘ଯବାନ’ 

mahabharatanews

ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!

mahabharatanews

ଟାଇଗରଙ୍କ ଫିଲ୍ମ ‘ଗଣପତ’ର ଟିଜର ରିଲିଜ

mahabharatanews