ଭାରତ

ଆମେରିକାର ନାଗରିକତା ହାସଲ କରିବାରେ ଭାରତ ଦ୍ୱିତୀୟ

(ଦିଲ୍ଲୀ) : ୨୦୨୨ରେ ସମୁଦାୟ ୬୫,୯୬୦ ଜଣ ଭାରତୀୟ ଆନୁଷ୍ଠାନିକ ଭାବେ ଆମେରିକାର ନାଗରିକତା ହାସଲ କରିବା ସହ ଭାରତ ଆମେରିକାକୁ ଦ୍ୱିତୀୟ ବୃହତ୍ତମ ନୂତନ ନାଗରିକ ଯୋଗାଣକାରୀ ଭାବେ ଉଭା ହୋଇଛି। ନୂଆ ନାଗରିକଙ୍କ କ୍ଷେତ୍ରରେ ଭାରତ କେବଳ ମେକ୍ସିକୋଠାରୁ ପଛରେ ରହିଛି।

ସୂଚନାନୁଯାୟୀ , ୨୦୨୨ରେ ଆମେରିକାରେ ପ୍ରାୟ ୪୬ ନିୟୁତ ବିଦେଶ-ଜନ୍ମିତ ବାସ କରୁଥିଲେ, ଯାହା କି ମୋଟ ଆମେରିକୀୟ ଜନସଂଖ୍ୟାର ପ୍ରାୟ ୧୪ ପ୍ରତିଶତ। ସେମାନଙ୍କ ମଧ୍ୟରୁ ପାଖାପାଖି ୫୩ ପ୍ରତିଶତ ଅର୍ଥାତ୍ ୨୪.୫ ନିୟୁତ ଲୋକ ସ୍ବାଭାବିକ ନାଗରିକତା ଲାଭ କରିଥିଲେ। ଏପ୍ରିଲ ୧୫ ତାରିଖରେ ସ୍ୱାଧୀନ କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସର ସଦ୍ୟତମ ‘ୟୁଏସ୍ ନେଚୁରାଲାଇଜେସନ୍ ପଲିସି’ ରିପୋର୍ଟରୁ ଜଣାପଡିଛି ଯେ ୨୦୨୨ ଆର୍ଥିକ ବର୍ଷରେ ସମୁଦାୟ ୯,୬୯,୩୮୦ ଜଣ ଲୋକ ଆମେରିକାର ନାଗରିକ ହୋଇଛନ୍ତି।

Related posts

ନଦୀକୁ ଖସିଲା ଶ୍ରଦ୍ଧାଳଙ୍କୁୁ ନେଇଯାଉଥିବା ଟ୍ରାକ୍ଟର, ୧୩ ମୃତ ୨୦ ଆହତ

mahabharatanews

୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୯ଟି ଆସନରେ ମତଦାନ ଆରମ୍ଭ

mahabharatanews

କୁଲି ବନି ଲୋକଙ୍କ ଜିନିଷ ଉଠାଇଲେ ସାଂସଦ ରାହୁଲ ଗାନ୍ଧି

mahabharatanews