ଓଡିଶା

ଖଲ୍ଲିକୋଟରେ ରାଜନୈତିକ ହିଂସା; ୮ ଗୁରୁତର

(ଖଲ୍ଲିକୋଟ)ଖଲ୍ଲିକୋଟରେ ରାଜନୈତିକ ହିଂସା । ବିଜେପି ଓ ବିଜେଡି କର୍ମୀ ହଣାହଣି ହୋଇଛନ୍ତି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୮ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

Related posts

ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ପୁଣି ହେଲଥ୍ ସ୍କ୍ରିନିଂ

mahabharatanews

ବିଷାକ୍ତ ଚା ପିଇ ୧୫ ଅସୁସ୍ଥ

mahabharatanews

କେନ୍ଦ୍ରୀୟ ଡେପୁଟେସନରୁ ଫେରିବେ ୨ ଆଇପିଏସ

mahabharatanews