ଓଡିଶା

ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ

(ଭୁବନେଶ୍ଵର) : ଆଜିି ବିଜେପି ଛାଡ଼ିଥିଲେ ରମାରଞ୍ଜନ ବଳିୟାରସିଂହ । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ଥିଲେ ରମାରଞ୍ଜନ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିଲେ ତାଙ୍କର ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଥିଲ ।

ସୂଚନାନୁଯାୟୀ , ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଥିଲେ ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି । ଏଣୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । ଆଉ ବିଜେପି ଛାଡ଼ିବାର କିଛି ଘଣ୍ଟା ନ ପୁରୁଣୁ ସେ ଏବେ ବିଜେଡ଼ିରେ ହୋଇଛନ୍ତି ସାମିଲ ।

Related posts

ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’

mahabharatanews

ସିରିଜ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର

mahabharatanews

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews

Leave a Comment