ଓଡିଶା

ମୁଣ୍ଡକୁ ଖୋଜୁଛି ପୋଲିସ!

କୋକସରା ଥାନା ଅନ୍ତର୍ଗତ ଲଡୁଗାଁ – ସୁପାଡ ରାସ୍ତା ମଝିରେ ଏକ ଚାଷ ଜମିରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ! ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ଯରେ ତଦନ୍ତ ଜାରୀ ରହିଛି! ମୃତକ ଜଣକ ଲଡୁଗାଁ ଗାଁର ରାଜୁ ବାଗ ବୋଲି ସୂଚନା ମିଳିଛି! ବର୍ତମାନ୍ ସୁଦ୍ଧା ମୁଣ୍ଡକୁ ଖୋଜୁଛି ପୋଲିସ!

Related posts

ଅଷ୍ଟମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

mahabharatanews

କାଶିନିପଦର ଦଣ୍ଡଯାତ୍ରା ପାଇଁ ଫିରିଙ୍ଗିଆ ଅଞ୍ଚଳ ଉତ୍ସବ ମୁଖର

mahabharatanews