ଓଡିଶା

ସିଇଓଙ୍କ ନିକଟରେ ଫେରାଦ ଦେଲା ବିଜେଡ଼ି

(ଭୁବନେଶ୍ୱର) : ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି।  ବିଜେପି ପାଖରେ  କେବେ ଲୋକ ନଥାଏ। ନିର୍ବାଚନ ଆସିଲେ ବିଜେପି ଆସେ। ଶୀତ ଋତୁରଏ ସାଇବେରିଆନ ପକ୍ଷୀ ପରି ବିଜେପି ବୁଲିବାକୁ ଆସିଛନ୍ତି। ବିଜେପି ପାଖରେ କର୍ମୀ ନାହାନ୍ତି। ତେଣୁ ରାଲିରେ ଶିଶୁଙ୍କ ପ୍ରଚାରରେ ବ୍ୟବହାର କରୁଛି ବିଜେପି।

ପୂର୍ବରୁ ପ୍ରଭାତୀ ପରିଡା, ଧମେନ୍ଦ୍ର ପ୍ରଧାନ, ଅପରାଜିତ ଷଡ଼ଙ୍ଗୀ, ବୈଜଅନ୍ତ ପଣ୍ଡା  ତାଙ୍କ ରାଲିରେ ଶିଶୁଙ୍କ ବ୍ୟବହାର କରିବା ନେଇ ଅଭିଯୋଗ କରିଛୁ। ଏବେ ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ରାଲିରେ ଶିଶୁଙ୍କ ପ୍ରଚାର ପ୍ରସରରେ ବ୍ୟବହାର କରିଛନ୍ତି। ଯାହାକି ଶିଶୁଙ୍କ ମାନବଧିକାର କ୍ଷର୍ଣ୍ଣ ହେଉଛି। ଯେଉଁଭଳି ଭାବରେ ଗ୍ରୀଷ୍ମ ଦିନରେ ତାପମାତ୍ରା ରହିଛି, ସେହି ସମୟରେ ଶିଶୁ ମାନକୁ ପ୍ରଚାର ପାଇଁ ବ୍ୟବହାର କରିବା ବିଜେପିର ମାନବିକତା ହଜିଯାଇଛି। ତେଣୁ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି  ନିକଟରେ ଦାବି କରିଛି।

Related posts

ପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ

mahabharatanews

ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚର ‘ସାଇବର ସାଥୀ’ ଅଭିଯାନ

mahabharatanews

ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews