ଓଡିଶା

ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା  

(ଭୁବନେଶ୍ୱର) :  ସୃଷ୍ଟି ହେଲା ଲଘୁଚାପ, ୨୪ ର ନେବ ଅବପାତର ରୂପ। ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ଟା ରେ ଲଘୁଚାପ ସୃଷ୍ଟି ହେଇଛି। ପରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଅବପାତ ରେ ପରିଣତ ହେବ।

ସୂଚନାନୁଯାୟୀ , ୨୫ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଆହୁରି  ତୀବ୍ର ହେବ। ଫଳରେ ୨୩ ରୁ ମତ୍ସ୍ୟଜିବିଙ୍କୁ ସମୁଦ୍ର ମନା। ସମୁଦ୍ର ରେ ଥିବା ମତ୍ସ୍ୟଯିବି ସମୁଦ୍ରରୁ ଫେରି ଆସିବାକୁ କୁହାଯାଇଛି। ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ଵର ଓ ଭଦ୍ରକ ରେ ପ୍ରବଳ ବର୍ଷା ହେବ।

Related posts

ଶ୍ରୀମନ୍ଦିର ରୋଷଘର ମରାମତିର କଲେ ସମୀକ୍ଷା ; 5T ସଚିବ

mahabharatanews

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

mahabharatanews

୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

mahabharatanews