ମନୋରଞ୍ଜନ

ପରଲୋକରେ ଅଭିନେତା ଫିରୋଜ ଖାନ

(ମୁମ୍ବାଇ) : ପରଲାକରେ ଅଭିନେତା ଫିରୋଜ ଖାନ । ଉତ୍ତରପ୍ରଦେଶର ବଦାଉଁରେ ହୃଦଘାତରେ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଯାଇଛି। ଫିରୋଜ ଖାନ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅନୁକରଣ(ମିମିକ୍ରି) ପାଇଁ ମଧ୍ୟ ଜଣାଶୁଣା ।

ସୂଚନାନୁଯାୟୀ ,  ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କୁ ଅନୁକରଣ କରୁଥିବା ତାଙ୍କର ଅନେକ ଭିଡିଓ ଅଛି । ଫିରୋଜ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ । ସେ ତାଙ୍କର ମିମିକ୍ରି କରୁଥିଲେ । ଏହା ସହିତ ସେ ଅନ୍ୟ କଳାକାରମାନଙ୍କୁ ମଧ୍ୟ ଅନୁକରଣ କରୁଥିଲେ । ଫିରୋଜ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଥିଲେ। ଫିରୋଜଙ୍କ ଅଭିନୟ ଜୀବନ ବାବଦରେ କହିବାକୁ ଗଲେ ସେ ଭାବିଜି ଘର ପର ହେଁ, ଜିଜା ଜୀ ଛତ ପର ହେଁ, ସାହେବ ବିବି ଓର ବସ୍, ହପୁ କି ଉଲଟନ ପଲଟନ ଏବଂ ଶକ୍ତିମାନରେ କାର୍ଯ୍ୟ କରିଥିଲେ ।

Related posts

କପିଲ ଶର୍ମା ସୋରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର

mahabharatanews

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ଘରକୁ ଆସିଲା କୁନି ଅତିଥି  

mahabharatanews

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

mahabharatanews