ଓଡିଶା

ଭଦ୍ରକରେ ଧାରା ୧୪୪

(ଭୁବନେଶ୍ୱର) : ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ଶେଷ ହୋଇଛି। ଏପରିକି ନିର୍ବାଚନ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସୂଚନାନୁଯାୟୀ , ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ ହୋଇଛି। ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ୫ ଜଣରୁ ଅଧିକ ଏକାଠି ହେବା, ବୁଲିବା, ପ୍ରଚାର କରିବା ଆଦି ମନା ହୋଇଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ଶେଷ ହୋଇଛି। ଏପରିକି ନିର୍ବାଚନ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Related posts

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

ବରପୋଲିଆ ଚିଲିକା କୂଳ ନିକଟରୁ ୪୪ ଟି ମୃତ ଦେଶୀ ଓ ବିଦେଶୀ ପକ୍ଷୀ ସହ ଧରାପଡିଛି ପକ୍ଷୀ ଶିକାରୀ

mahabharatanews

ପୋଖରୀରେ ବୁଡି ଗଲେ ଦୁଇ ସାଙ୍ଗ

mahabharatanews