ଭାରତ

ଦେଶରେ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନ

(ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୧୪.୩୫ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୭.୬୯ ପ୍ରତିଶତ ମତଦାନ ହୋଇଛି।

 

ସୂଚନାନୁଯାୟୀ , ସେହିପରି ପଞ୍ଜାବରେ ୯.୬୪ ପ୍ରତିଶତ, ଚଣ୍ଡିଗଡ଼ରେ ୧୧.୬୪ ପ୍ରତିଶତ, ଉତ୍ତରପ୍ରଦେଶରେ ୧୨.୯୪ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୧୦.୫୮ ପ୍ରତିଶତ, ଝାଡ଼ଖଣ୍ଡରେ ୧୨.୧୫ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୧୨.୬୩ ପ୍ରତିଶତ ମତଦାନ ହୋଇଛି।

Related posts

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews

ପଥର ବାଜି କଂଗ୍ରେସ ମୁଖ୍ୟ ଜଗନ୍ ମୋହନ ରେଡ୍ଡୀ

mahabharatanews

ଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜ

mahabharatanews