ଓଡିଶା

ବାହାରିଲା ଓଜେଇଇ ରେଜଲ୍ଟ

(ଭୁବନେଶ୍ୱର) : ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ । ବି.ଫାର୍ମାରେ ସାଗରିକା ଦାଶ ଟପ୍ପର । ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲଟୁ ମଣ୍ଡଳ ଟପ୍ପର। ଏମ୍‌ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମ୍‌. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର । MCA/M.SC କମ୍ପୁଟର ସାଇନ୍ସରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ।
www.ojee.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ଏହି ୱେସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ଏଥିରେ ପୁରା ରାଙ୍କ କାର୍ଡ ଉପଲବ୍ଧ ।

Related posts

ସମୂଦ୍ରରେ ପ୍ରଳୟ ରଚୁଛି ବାତ୍ୟା : ଉପକୂଳରେ ବର୍ଷିବ

mahabharatanews

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ୨ ଗିରଫ

mahabharatanews

ସ୍ବର୍ଗତ ସାମ୍ୱାଦିକ ଖଗେଶ୍ବର ତରାଇଙ୍କ ଉଦ୍ଦେଶ୍ୟରେ ଶୋକ ସଭା

mahabharatanews