ଓଡିଶା

ଓଡ଼ିଶାରେ ହେବନି ମଦ ବ୍ୟାନ୍

ଭୁବନେଶ୍ୱର: ଓଡ଼ିଶାରେ ମଦ ବିକ୍ରି ବନ୍ଦ ହେବା ନେଇ ସରକାର ଯୋଜନା କରୁଛନ୍ତି । ଏନେଇ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ହେଲେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନଥିବା ସେ ଆଜି କହିଛନ୍ତି।
ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିଲା । ବୁଧବାର ସାମାଜିକ ସୁରକ୍ଷା ମନ୍ତ୍ରାୀ ନିତ୍ୟାନନ୍ଦ ଗଣ୍ଡଙ୍କ ବୟାନକୁ ମଧ୍ୟ ଅବକାରୀ ବିଭାଗ ତରଫରୁ ଖଣ୍ଡନ କରାଯାଇଛି ।

Related posts

 ଜ଼ିରୋ ନାଇଟ ସେଲିବ୍ରେସନ ପାଇଁ ନେବାକୁ ପଡିବ ସ୍ଵତନ୍ତ୍ର ଅନୁମତି 

mahabharatanews

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ବିକ୍ଷୋଭ

mahabharatanews

ହରିଣକୁ ପିଟିପିଟି ମାରିଦେଲେ ଗ୍ରାମବାସୀ , ଅସୁରକ୍ଷିତରେ ଶିମିଳିପାଳ ହରିଣ

mahabharatanews