ଓଡିଶାରାଜନୀତି

ଲକ୍ଷ୍ମୀ ବସ୍ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ୱର: ବଦଳିବ ଲକ୍ଷ୍ମୀ ବସର ନାଁ । ଲକ୍ଷ୍ମୀ ନାଁ ବଦଳରେ ରହିବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଅତିଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଲୋକଙ୍କୁ ଏହି ବସ ସେବା ଯୋଗାଇଦେବାକୁ କହିଛନ୍ତି ମନ୍ତ୍ରୀ ।

Related posts

ଆଜି ବି ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଜାରୀ ରହିଛି

mahabharatanews

ଗୋଚର ଜମିରୁ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ

mahabharatanews

୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

mahabharatanews