ଓଡିଶାରାଜନୀତି

ବଦଳିବ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ!

ଭୁବନେଶ୍ୱର: ସ୍କୁଲ ୟୁନିଫର୍ମ ବଦଳିବା ନେଇ ସଙ୍କେତ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେବଳ ହାଇସ୍କୁଲ ପିଲାଙ୍କ ପୋଷାକ ରଙ୍ଗରେ ପରିବର୍ତ୍ତନ କରାଯାଇପାରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ଯେମିତି ଅଛି ସେମିତି ହିଁ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିକଟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯାଇ ଧଳା ସହ ସବୁଜ ରଙ୍ଗ କରାଯାଇଥିଲା । ଏବେ ପୁଣି ଏହି ରଙ୍ଗରେ ପରିବର୍ତ୍ତନ ହେବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Related posts

‘ହାପି ବର୍ଥ ଡେ’ ନବୀନ ବାବୁ   

mahabharatanews

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

mahabharatanews

ପୁଅର ଉଦ୍ଧାର ପାଇଁ ବାପାଙ୍କ କରୁଣ ପ୍ରାର୍ଥନା

mahabharatanews