ଓଡିଶା

ଉପସଚିବ ପାହ୍ୟାରେ ବଡ଼ଧରଣର ବଦଳି

ଭୁବନେଶ୍ବର: ରାଜ୍ୟର ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ଉପସଚିବ ପାହ୍ୟାର ଅଫିସରସ୍ତରରେ ବଡ଼ଧରଣର ବଦଳି କରିଛନ୍ତି । ଓଡ଼ିଶା ସଚିବାଳୟ ସେବା ସଂଘ କ୍ୟାଡ଼ରର ୩୧ଜଣ ଅଫିସରଙ୍କୁ ଉପସଚିବ ପାହ୍ୟାକୁ ପଦୋନ୍ନତି ଦେବା ସହ ସେମାନଙ୍କୁ ବିଭିନ୍ନ ବିଭାଗକୁ ବଦଳି କରାଯାଇଛି। ଏହି ଅଫିସରମାନଙ୍କୁ ଆଜି ଅନୁସଚିବ ପାହ୍ୟାରୁ ଉପସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related posts

ଏଣିକି ପର୍ଯ୍ୟଟଙ୍କ ପାଇଁ ରାତିରେ ଖୋଲା ରହିବ ନନ୍ଦନକାନନ

mahabharatanews

ଭୁବନେଶ୍ୱରରୁ ୧୯ କରୋନା ସଂକ୍ରମିତ ଚିହ୍ନଟ: ୧୫ ସ୍ଥାନୀୟ, ୪ କ୍ୱାରେଣ୍ଟାଇନ

mahabharatanews

 ତୃତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ

mahabharatanews