ଅପରାଧଓଡିଶା

ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା !

ରେଢ଼ାଖୋଲ: ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ପାଣ୍ଡିରିଶିଳା ଗାଁରେ । ଦମ୍ପତି ଶୋଇଥିବା ବେଳେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘର ଭିତରୁ ରକ୍ତାକ୍ତ ମୃତଦେହ ଜବତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

mahabharatanews

ଦୀପାଳି ଭରିବେ ନାମାଙ୍କନ, ଶକ୍ତି ପଦର୍ଶନ କରିବ ବିଜେଡି

mahabharatanews

ବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟ

mahabharatanews