Accidentଓଡିଶା

କଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳା

କଟକ: ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳା ନିଖୋଜ । ବ୍ରିଜ ଉପରେ ବ୍ୟାଗ୍ ସହ ମୋବାଇଲ ରଖି ମହିଳା ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ । ମୃତ ମହିଳାଙ୍କ ନାଁ କାମିନୀ ସ୍ଵାଇଁ ଏବଂ ସେ କଟକ ଅରିଲୋ ଅଞ୍ଚଳର ବୋଲି ଜଣାପଡ଼ିଛି।

ରବିବାର ଅପରାହ୍ନ ସମୟରେ କାମିନୀ ଯୋବ୍ରା ବ୍ୟାରେଜକୁ ଆସି ବ୍ରିଜ୍ ଉପରେ ନିଜ ବ୍ୟାଗ୍, ମୋବାଇଲ ଫୋନ୍, ଚପଲ ଆଦି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ସେହି ସମୟରେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related posts

୧୩ ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା

mahabharatanews

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ

mahabharatanews

ଭୋକରେ ଘରୋଇ ବସ କର୍ମଚାରୀଙ୍କ ପରିବାର

mahabharatanews