ଓଡିଶା

ଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଖରିବ ଋତୁ ଧାନ କିଣା ଆରମ୍ଭ ହେଇଛି। ପ୍ରଥମ ବରଗଡ଼ ପରେ ସମ୍ବଲପୁରରେ ଆଜିଠୁ ଆରମ୍ଭ ହେଇଛି ଧାନ କିଣା । ଏଥିରେ ମିଡ଼ିଲ ମ୍ୟାନଙ୍କ ରୋଲ ରହିବ ନାହିଁ। ପ୍ରତ୍ୟେକ ମଣ୍ଡିରେ ଜଣେ ଅଧିକାରୀ ରହିବେ ଓ କାର୍ୟ୍ୟର ତଦାରଖ କରିବେ।
ମଣ୍ଡିରେ ସବୁ ପ୍ରକାର ମୌଳିକ ସୁବିଧା ଚାଷୀଙ୍କ ପାଇଁ କରାଯାଇଛି। ଅନେକ ଜାଗାରେ ଅଭାବୀ ବିକ୍ରି ଦେଖା ଦେଇଛି। କୃଷକ ତରତର ହେଉଉଛନ୍ତି ଯାହାର ଲାଭ ନେଉଛନ୍ତି ମିଲର ମାନେ। କୃଷକ ମାନଙ୍କୁ ଯେଉଁ ସମୟରେ ଟୋକନ୍ ମିଳିବ ସେହି ସମୟରେ ଧାନ ଆଣନ୍ତୁ। ଫଳରେ ଅନ୍ୟ କେହି ନେଇ ପାରିବେନି। ମିଲର୍ ସିଧାସଳଖ ଧାନ କିଣିପାରିବେ ନାହିଁ। ଯଦି କିଣିବେ ଆକ୍ସନ ନିଆଯିବ।

Related posts

୨ ଦିନ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି   

mahabharatanews

ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା

mahabharatanews

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

mahabharatanews