ଓଡିଶାରାଜନୀତି

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ଗୋ ହତ୍ୟା ରୋକିବାକୁ ପଦକ୍ଷେପ ସ୍ୱାଗତ ଯୋଗ୍ୟ । ମାତ୍ର ଗୋ ମାଂସ କିଏ ଚାଲାଣ କରୁଛି ଚିହ୍ନଟ କରାଯାଉ । କୋଉ ଦଳର ଲୋକ ଗୋ ଚାଲାଣ କରି ମାଂସ ବିକୁଛନ୍ତି , ଚିହ୍ନଟ କରାଯାଉ । ଏହା ପରେ ଗୋ ହତ୍ୟା ନିରୋଧ ବିଲ ଅଣାନ୍ତୁ । ସୂଚନା ଯୋଗ୍ୟ ଓଡ଼ିଶାରେ ଗୋ ହତ୍ୟା ବନ୍ଦ ହେବା ନେଇ ଆଜି ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଥିଲେ ଯେ , ଗୋ ମାଂସ ଓ ଗୋ ଚାଲାଣ ବି ବନ୍ଦ ହେବ । ଖୁବଶୀଘ୍ର ଓଡିଶା ସରକାର ଆଣିବେ କଡା ଆଇନ । ବିଲ ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲାଗିବ । ଏ ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସମ୍ପୂର୍ଣ ସ୍ପଷ୍ଟ । ଏହି ପରିପେକ୍ଷୀରେ ବିଜେଡି ବିଧାୟିକା ପତିକ୍ରିୟା ରଖିଛନ୍ତି ।

Related posts

ପ୍ରକାଶ ପାଇଲା ଅଫଲାଇନ ମାଟ୍ରିକ ଫଳ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews

ନିସ୍ଵାର୍ଥ ପରିବାର ତରଫରୁ କରୋନା ମୁକାବିଲା ପାଇଁ ନିସ୍ଵାର୍ଥ ସେବା

mahabharatanews