ଅପରାଧଦେଶ ବିଦେଶ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ ବିଦେଶ ମାଟିରୁ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ଛଡ଼ାଯିବନାହିଁ । ଆମର ଏଜେନ୍ସିଗୁ଼ଡିକ ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ ।”

Delhi Red Fort blast: All responsible will be brought to justice, says PM  Modi - The Hindu

ଦୁଇ ଦିନିଆ ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏପରି କଡ଼ା ସନ୍ଦେଶ ଦେଇ କହିଛନ୍ତି, ” ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣା ଦେଶବାସୀଙ୍କୁ ଦୁଃଖିତ କରିଛି । ପୀଡିତଙ୍କ ପରିବାରର ଦୁଃଖ ମୁଁ ବୁଝିପାରୁଛି । ଆଜି ପୂରା ଦେଶ ସେମାନଙ୍କ ସହ ଛିଡା ହୋଇଛି । ଏହି ଘଟଣାରେ ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ସହ ଗତକାଲି ରାତିରେ ମୁଁ ଯୋଗାଯୋଗରେ ଥିଲି । ଆମର ଏଜେନ୍ସିଗୁ଼ଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡାଯିବନାହିଁ ।”

Car Blast Near New Delhi's Historic Red Fort Kills at Least 8 People,  India's Police Say

 

Related posts

ହାଜତ ମୃତ୍ୟୁ:  କେ ରମେଶ ମସ୍ତିଷ୍କରେ ରକ୍ତ ଜମାଟ

mahabharatanews

ବରପାଲି ପିଇଓଙ୍କ ଘର ଉପରେ ଭିଜିଲାନ୍ସ ଚଢଉ

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ ଝଟକା

mahabharatanews