ଅପରାଧଓଡିଶାଦେଶ ବିଦେଶ

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ସହ ପତ୍ନୀ ରାଜେ ନିପାତ

ମାଲକାନଗିରି ସୀମାରେ ପୁଣି ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ନିପାତ । ଆଲୁରି ସୀତାରାମ ରାଜୁ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ଟାରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଗୁଳି ବିନିମୟରେ ମୋଷ୍ଟୱାଣ୍ଟେଡ ମାଓନେତାଙ୍କ ହିଡ୍‌ମା ସମେତ ୬ଜଣ ମାଓବାଦୀ ନିହତ ହୋଇଥିଲେ । ଏନ୍‌କାଉଣ୍ଟରରେ ହିଡ୍‌ମାଙ୍କ ପତ୍ନୀ ରାଜେ ମଧ୍ୟ ଟଳିଥିବା ସୂଚନା । ହିଡ୍‌ମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ଏନ୍‌କାଉଣ୍ଟର ପରେ ବର୍ତ୍ତମାନ ଏକ ବଡ କମ୍ବିଂ ଅପରେସନ ଚାଲିଥିବା ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।

Top Maoist Commander Madvi Hidma, Behind 26 Armed Attacks, Killed: Sources

Related posts

ହିଟୱେଭ୍ : ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା:  ଟ୍ରେନ ଧକ୍କାରେ ଦୁଇ ମୃତ

mahabharatanews

ଆସୁଛି ସନ୍ନି ଦେୱଲଙ୍କ ଗଦର -୩

mahabharatanews