ପାଣିପାଗ

୨୨ରେ ଲଘୁଚାପ ସୃଷ୍ଟି ହୋଇ୨୪ରେ ଅବପାତର ରୂପ ନେଇପାରେ…

୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗର ର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ। ପରବର୍ତ୍ତୀ ୪୮ଘଣ୍ଟାରେ ଗତିରଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା। ୨୩ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହୋଇପାରେ । ଏ ନେଇ ପୂର୍ବାନମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହାର ତୀବ୍ରତା ଏବଂ ଦିଗ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ରାଜଧାନୀ ଭୁବନେଶ୍ବରରେ ଥରାଉଛି ଶୀତ । ଭୁବନେଶ୍ବରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

Related posts

ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ତାପମାତ୍ରା

mahabharatanews

ତାତିରୁ ମିଳିବ ତ୍ରାହି, ୨୬ରୁ ରାଜ୍ୟରେ ବଢ଼ିବ ବର୍ଷା

mahabharatanews

ଭିଜୁଛି ସାରା ଓଡ଼ିଶା ; ଆଗାମୀ ତିନି ଦିନ ଯାଏ ବର୍ଷିବ ବର୍ଷା

mahabharatanews