ଓଡିଶା

କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରରେ  କୁକୁଡ଼ା ଚିଆଁ  ଉତ୍ପାଦନ ହେଉନଥିବାର ଅଭିଯୋଗ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରଟିରେ  କୁକୁଡ଼ା ଚି ଆଁ  ଉତ୍ପାଦନ ହେଉ ନଥିବାର ଅଭିଯୋଗ ହେଉଛି। ଯେଉଁ ଲକ୍ଷ୍ୟ ନେଇ  ଏହି କୁକୁଡ଼ା ଚିଆଁ କେନ୍ଦ୍ରଟି କରାଗଲା  ବିଭାଗ କର୍ମଚାରୀଙ୍କ  ଉଦାସୀନତା ବା ଆନ୍ତରିକତା ଯୋଗୁଁ ଏହି ଭଳି ପରିସ୍ଥିତି ସୃଷ୍ଟି ହେଉ ଥିବାର ଅଭିଯୋଗ ହେଉଛି।  ଯାହା ଦ୍ଵାରା ଗଜପତି ଜିଲ୍ଲାର ଲୋକଙ୍କର  ସାମାଜିକ  ଓ ଅର୍ଥନୈତିକ ଅଭିବୃଦ୍ଧି  ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ  ବୋଲି ସରକାରଙ୍କ ଲକ୍ଷ ରହିଥିଲା। କିନ୍ତୁ ତାହା ହୋଇ ପାରିଲା ନାହିଁ। ସରକାରଙ୍କର  ଏଥି ପ୍ରତି  ଦୃଷ୍ଟି ଦେଲେ  ଚାଷୀ ଉପକୃତ ହେବେ। ବୋଲି ମତ ପ୍ରକାଶ କରିଛନ୍ତି। ସେପଟେ ବିଭାଗ କହୁଛି କର୍ମଚାରୀ ଅଭାବ ସାଙ୍ଗକୁ ତ୍ରୀ ଫେସ ଲାଇନ ଆବଶ୍ୟକ କହି ଚୁପ୍ ବସିଛନ୍ତି। ଏଠାରେ ଦୀର୍ଘ ଦିନ ହେଲା କର୍ମଚାରୀଙ୍କ ଙ୍କ ବଦଳି ହଉ ନାହିଁ। ଯାହା ଫଳରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ଵ।ଚି ସୃଷ୍ଟି କରିଛି। ଲୋକଙ୍କ ସରକାର ରେ ଏପରି ଲୋକ ଗୁହାରି କରିବେ କାହାକୁ।

Related posts

ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ 

mahabharatanews

ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

ପୁଣି ବିଜେଡିକୁ ଲାଗିଲା ବଡ଼ ଝଟକା

mahabharatanews