ଓଡିଶାଦୁର୍ଘଟଣା

ଭାରସାମ୍ୟ ହରାଇ ଗଛରେ ପିଟିଲା ନାଇଟ୍ କୋଚ ବସ

ଭାରସାମ୍ୟ ହରାଇ ଗଛରେ ପିଟିଲା ନାଇଟ୍ କୋଚ ବସ, ଦୁଇ ଆହତ। ଅଳ୍ପକେ ବର୍ତ୍ତିଲେ ପଚାଶ ଯାତ୍ରୀ। ଢେଙ୍କାନାଳ – କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ କନକ ଦୁର୍ଗା ମନ୍ଦିର ପାଖରେ ନାଇଟ୍ କୋଚ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଭୋର୍ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ସଞ୍ଜୁକ୍ତା ନାମକ ଏହି ବସ୍। ହେଲପର ଓ ଜଣେ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି।ଦୁଇଜଣଙ୍କୁ ଚିକାତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାବା ଯାହା ସୂଚନା ରହିଛି ବସରେ ମୋଟ ୫୦ ଯାତ୍ରୀ ଥିଲେ, ଯେଉଁମାନେ ଆଳ୍ପକେ ଏତେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

Related posts

‘ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି’

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

mahabharatanews