ଓଡିଶା

୩୦ ତାରିଖରେ ହେବ ବିଦିପନୀ, ୬୦ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗଦେବେ…

ଢେଙ୍କାନାଳ ରେ ପ୍ରଥମକରି ଜିଲ୍ଲାସ୍ତରୀୟ ବିଦିପନୀ ମହା ମହୋତ୍ସୋବ ଅନୁଷ୍ଠିତ ହେବ।ଆସନ୍ତା ୩୦ ତାରିଖରେ ଢେଙ୍କାନାଳ ସୁନ୍ଦରିଖାଲ ସ୍ଥିତ ପଡ଼ିଆରେ ଏହି ମହୋତ୍ସୋବ ରେ ପ୍ରାୟ ୩୦ ହଜାର ଜୟ ଗୁରୁ ଦିକ୍ଷିତ ତଥା ସତସଙ୍ଗୀ ଯୋଗ ଦେବେ।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଓ ପଡୋଶୀ ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ଛତିଶଗଡ଼ ରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତ ଦିକ୍ଷିତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ବେଦ ମାଙ୍ଗଳିକ , ସମବେତ ପ୍ରାର୍ଥନା, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଏକ ମାଗଣା ହେଲ୍ଥ କ୍ୟାମ୍ପ ଓ ବିଭିନ୍ନ ମାମଲାର ପରାମର୍ଶ ପାଇଁ ଏକ ଆଇନଜୀବୀ ସମ୍ମିଳନୀ ଅନୁଷ୍ଠିତ ହେବ।ଏହି ଫ୍ରି ହେଲ୍ଥ କ୍ୟାମ୍ପରେ ବହୁ ସୁପର ସ୍ପେଷାଲିଷ୍ଟ ଡକ୍ଟର ମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ସେବା ଯୋଗାଇ ଦେବେ।ପାରିବାରିକ ସାମାଜିକ ତଥା ରାଷ୍ଟ୍ରିୟ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଜାତୀ ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ସତସଙ୍ଗ ଆନ୍ଦୋଳନରେ ସାମିଲ ହେବାକୁ ଅପିଲ କରାଯାଇଛି।

Related posts

ଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫ

mahabharatanews

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତୀୟ ଭାଷା ଦିବସ ପାଳନ

mahabharatanews

ଦେଓମାଳିରେ ଆୟୋଜନ କରାଯାଇଛି ପରବ ଉତ୍ସବ

mahabharatanews