ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ କୃଷି କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା! ଏନେଇ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଗୁଡିକ ରେ କୃଷି ଯନ୍ତ୍ରପାତି ର ଆସର ଜମି ଥିବା ବେଳେ ଦିନ ସାରା ଜିଲ୍ଲା ର ବିଭିନ୍ନ ସ୍ଥାନରୁ କୃଷକ ମାନଙ୍କ ଗହଳି ଦେଖିବାକୁ ମିଳୁଛି! ଏପଟେ ଚଳିତ ବର୍ଷ ଚାଷୀ ଙ୍କ ଦ୍ୱରା କରାଯାଇଥିବା ଚାଷର ବିଭିନ୍ନ ଉନ୍ନତ ମାନର ପନିପରିବା କୁ ପ୍ରଦର୍ଶିତ କରାଯଇଥିବା ବେଳେ ଆସିଥିବା ବିଭିନ୍ନ ଯନ୍ତ୍ରପାତି ର ଚାଷୀ କିପରି ସୁବିଧା ଓ ରିହାତି ନେଇ ପାରିବ ସେନେଇ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି ବିଭାଗ ପକ୍ଷରୁ କୃଷି କର୍ମଶାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି! ଏହିଁ ମେଳା 2ତାରିଖ ରେ ଆରମ୍ଭ ହୋଇଥିବା ବେଳେ 6 ତାରିଖଦିନ ଉଦଯାପିତ ହେବା ନେଇ ସୂଚନା ମିଳିଛି!
next post
