ଓଡିଶା

ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ପୋଲିସର ଚଢ଼ାଉ…

ହାଟଡିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଆଁରା ଗ୍ରାମ ରୁ କେନ୍ଦୁଝର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ସତର ଟି ବାଇକ୍ ଜବତ କରିଥିବା ବେଳେ ନଅ ଜଣ ଲୋକଙ୍କୁ ଅଟକ ରଖି ଥିଲା। ଏହି ଜୁଆ ଖେଳ ରେ କୁକୁଡ଼ା ମାନଙ୍କ ଦେହରେ ଲାଗୁଥିବା ସତର ଟି ଛୁରୀ ମଧ୍ୟ ପୋଲିସ ଜବତ କରିଛି। ଏଭଳି ବେନିୟମ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇଲେ ପୋଲିସ ଆକ୍ସନ ନେବ ବୋଲି ନନ୍ଦିପଦା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related posts

ଭତ୍ତା ପାଇଁ ଚାଲିବାକୁ ପଡୁଛି ୧୬ କିଲୋମିଟର

mahabharatanews

ଠିକା କର୍ମଚାରୀ ଇପିଏଫ ପାଇବାକୁ ହକ୍ଦାର: ସୁପ୍ରିମକୋର୍ଟ

mahabharatanews

ଜିଲ୍ଲା ବିକାଶ ସମନ୍ବୟ ଓ ତଦାରଖ କମିଟି ‘ଦିଶା’ ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

mahabharatanews