ଓଡିଶା

ରାଜ୍ୟରେ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ

ବର୍ତ୍ତମାନ ରାଜ୍ୟରେ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇ ନାହିଁ । ଯେବେ ସରକାର ପଞ୍ଚାୟତ ଓ ବ୍ଲକ ଗଠନ ପାଇଁ ବିଧୂବଦ୍ଧ ନିଷ୍ପଭି ନେବେ । ତେବେ ସେହି ସମୟରେ ନୀତି ନିୟମ ସମ୍ପର୍କିତ ନିର୍ଦ୍ଦେଶାବଳୀ ଅନୁଯାୟୀ ନୂତନ ପଞ୍ଚାୟତ ଓ ବ୍ଲକ ଗଠନ ନିମନ୍ତେ ଆସିଥିବା ପ୍ରତ୍ୟେକ ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।

Related posts

୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା,ଓ୍ଵାର୍ଣ୍ଣିଂ ଜାରି

mahabharatanews

କାଇଁଝରି ଡ୍ୟାମରେ ଶହଶହ ମଲା କୁକୁଡା ଭାସିବାକୁ ନେଇ ଲୋକେ ଆତଙ୍କିତ

mahabharatanews

ଡିଭାଡରରେ ଧକ୍କା ହେଲା ବଲାଙ୍ଗିରରୁ କଟକ ଅଭିମୁଖେ ଆସୁଥିବା ଏକ ୧୬ ଚକିଆ ମକା ବୋଝେଇ ଟ୍ରକ

mahabharatanews