ଓଡିଶାଦୁର୍ଘଟଣା

ବାଇକକୁ ପଛପଟୁ ଧକ୍କା ଦେଲା କାର

ବାଇକକୁ ପଛପଟୁ ଧକ୍କା ଦେଲା କାର । 57 ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ହରେକୃଷ୍ଣପୁର ଠାରେ ଗତକାଲି ବିଳମ୍ବିତ ରାତିରେ ରେ ଘଟିଛି ଏଭଳି ଦୁର୍ଘଟଣା! ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର! ଗୁରୁତର ବ୍ୟକ୍ତି ଡିମିରିଝୁଲି ଗ୍ରାମର ମାଧବ ବେହେରା ଅବସ୍ଥା ଶଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତ୍ରରିତ ହୋଇଛି । ଏପଟେ  ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ । ରାତିରେ ଉତେଜନା ପ୍ରକାଶ ପାଇବାରୁ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ 2 ଘଣ୍ଟା ଧରି ଶହଶହ ଜାନବାହାନ ଅଟକି ରହିଥିଲା । ପରିସ୍ଥିତି ଅଣାୟତ ହେବାରୁ ବୌଦ୍ଧ ପୋଲିସ କର୍ମଚାରୀ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ପରେ ଜାନବାହାନ ଚଳାଚଳ  ସ୍ୱାଭାବିକ ହୋଇଥିଲା ।

Related posts

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews

ମାର୍କେଟିଂ ବିଲଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବ୍ୟବସାୟୀ ସଂଘ

mahabharatanews