ଓଡିଶା

ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା

ବଡ଼ଶଙ୍ଖ ବଜାରରେ ଉତ୍ତେଜନା। ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା। ଉଚ୍ଛେଦର ୨୪ଘଣ୍ଟା ନପୁରୁଣୁ ଜେସିପି ପୁରାଇ ଭାଙ୍ଗି ପକାଇଲେ ଦୋକାନ। ଲକ୍ଷ୍ୟାଧିକ ଟଙ୍କାର ଫଳ ଓ ପନିପରିବାକୁ ଦଳି ପକାଇଲେ। ମାସିକିଆ ରସିଦ୍ କାଟୁଥିଲେ ମଧ୍ୟ ଟିକିଏ ଦୟା ଦେଖାଇଲାନି ପୌରସଂସ୍ଥା। ଦୋକାନ ଖୋଲିବାକୁ ଟିକେ ବିଳମ୍ବ ହେବାରୁ ପୁଲିସ ଓ ପ୍ରଶାସନ ବାଡ଼େଇ ଥିବା ଆସିଛି ଅଭିଯୋଗ। ରସିଦ୍ କାଟିବାକୁ ଆସୁଥିବା କର୍ମଚାରୀ ବି ବଟି ନେଉଥିବା ଅଭିଯୋଗ। ଜଣେ ୯୦ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡ଼ିଲେନି।

Related posts

ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ

mahabharatanews

ରାଉରକେଲା ଜେଲରୁ ଏକା ସାଙ୍ଗରେ ବାହାରିଲେ ୧୭ ପଜିଟିଭ

mahabharatanews

ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘେଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews