ଅପରାଧଓଡିଶା

ତିନି ନିଶା ମାଫିଆଙ୍କୁ ସଜା ଶୁଣାଇଲେ କୋର୍ଟ

ନିଶା ମାଫିଆଙ୍କୁ ୧୦ ବର୍ଷ ସଜ୍ଜା । ତିନି ନିଶା ମାଫିଆଙ୍କୁ ସଜା ଶୁଣାଇଲେ କୋର୍ଟ । ତିନି ନିଶା ମାଫିଆ ହେଲେ ଶେଖ ସାଗବା, ତନ୍ମୟ ସାହୁ, ଶେଖ ଫକୀର । ୨୦୨୦ ମସିହା ଜାନୁଆରୀ ୧୯ ତାରିଖରେ ତିନି ବ୍ରାଉନସୁଗର ମାଫିଆଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କଳିଙ୍ଗ ଷ୍ଟାଡିଅମ ପଛ ଗେଟ ପାଖରେ ବ୍ରାଉନସୁଗର ଡିଲ କରୁଥିବା ବେଳେ ମାଡି ବସିଥିଲା ଏସଟିଏଫ । ତିନି ନିଶା ମାଫିଆଙ୍କ ଠାରୁ ଜବତ ହୋଇଥିଲା ୩୨ଲକ୍ଷ ଟଙ୍କାର ବ୍ରାଉନସୁଗର ।

Related posts

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ; ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୧୭ ଆକ୍ରାନ୍ତ  ଚିହ୍ନଟ 

mahabharatanews

ସାଂସଦ ଓ ବିଧାୟକଙ୍କ କେନ୍ଦୁଗୁଡା ଗ୍ରାମଗସ୍ତ,ମୃତ ପରିବାରଙ୍କୁ ଭେଟି ପରିସ୍ଥିତି ଅନୁଧ୍ୟାନ କଲେ

mahabharatanews