ଓଡିଶା

କମିଲା ଭୂତଳ ଜଳସ୍ତର, ବଢ଼ିଲା ସରକାରଙ୍କ ଚିନ୍ତା…

କମିଲା ଭୂତଳ ଜଳସ୍ତର, ବଢ଼ିଲା ସରକାରଙ୍କ ଚିନ୍ତା।  ବିଧାନସଭାରୁ ଆସିଲା ଚିନ୍ତା ଜନକ ତଥ୍ୟ। ରାଜ୍ୟରେ ଲଗାତାର କମି ଚାଲିଛି ଭୂତଳ ଜଳସ୍ତର। ବିଗତ ୫ ବର୍ଷ ରେ ଓଡ଼ିଶାରେ ୦.୫୩ ପ୍ରତିଶତ mbgl ଭୂତଳ ଜଳସ୍ତର ହ୍ରାସ ପାଇଥିବା ହୋଇଛି ରେକର୍ଡ। କମୁଥିବା ଭୂତଳ ଜଳସ୍ତର କୁ ରୋକିବା ପାଇଁ ରାଜ୍ୟରେ ଆଡିବନ୍ଧ ଏବଂ Ground Water Recharge Well ନିର୍ମାଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଅଛି।  ଏତଦ ବ୍ୟତୀତ, ଭୂଗର୍ଭ ଜଳ ସ୍ତରର ଅବନତି ରୋକିବା ପାଇଁ ସମଗ୍ର ରାଜ୍ୟରେ ୩୩ ଗୋଟି ବନ୍ଧ, ୨୭ ଗୋଟି ବ୍ୟାରେଜ ଏବଂ ୮୯ ଗୋଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରିବା ପାଇଁ ଯୋଜନା କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Related posts

 ୨୩ରେ ଖୋଲିବ ହୀରାକୁଦ ଗେଟ୍

mahabharatanews

ସମଗ୍ର ଦେଶରେ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନରେ ଅଗ୍ରଣୀ ଭୂମିକା

mahabharatanews

ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା…

mahabharatanews