ଓଡିଶା

ଚାନ୍ଦବାଲିରେ ଧୁମଧାମରେ ପାଳନ ହେଉଛି କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ୨୦୨୬

 ଆରମ୍ଭ ହୋଇଛି କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ l ଚଳିତ ମାର୍ଚ୍ଚ ମାସ ୩୧ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ l ଚାନ୍ଦବାଲି ଦୁର୍ଗା ପଡିଆରେ ଆରମ୍ଭ ହୋଇଛି ଏହି ମହୋତ୍ସବ l ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଫେସର, ଡାକ୍ତର,ପରିବେଶବିତ, ଭଦ୍ରକ ଡ଼ିଏଫଓ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଛନ୍ତି l ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଲୋକନାଟ୍ୟ, ଲୋକନୃତ୍ୟ,ଭଜନ ଓ ଓଡ଼ଶୀ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ପ୍ରେତେକ ଦିନ ସମାଜସେବା, ସାହିତ୍ୟ,ଶିକ୍ଷା, ଗଣମାଧ୍ୟମ କ୍ଷେତ୍ରରେ ଖ୍ୟାତିଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ l

Related posts

ରାଇରଙ୍ଗପୁରରେ ଦୁଇ ଦିବସୀୟ ରଥଯାତ୍ରାର ଶୁଭାରମ୍ଭ

mahabharatanews

ଆସନ୍ତା କାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ରେଜଲ୍ଟ

mahabharatanews

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews