ଓଡିଶା

ଉଦଳା ହସ୍ପିଟାଲରେରେ ବିଶ୍ୱ ସେବିକା ଦିବସ

ମୟୁରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ବ୍ଲଡ଼ ବ୍ୟାଙ୍କ ସଭା ଗୃହରେ ଆଜି ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି! ବିଶେଷ କରି ନର୍ସ ମାନେ କିପରି ରୋଗୀମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା କରି ପାରିବେ ସେନେଇ ଆଜିର ବିଶ୍ୱ ସେବିକା ଦିବସର ଆଭିମୁଖ୍ୟ ଥିଲା! ପରସ୍ପର ମଧ୍ୟରେ ନର୍ସମାନଙ୍କ ସହଯୋଗ ରହିଲେ ରୋଗୀମାନଙ୍କର ଚିକିତ୍ସାରେ ଆଉ ସମସ୍ୟା ରହିବ ନାହିଁ ବୋଲି ଶିଶୁ ବିଶେଷଜ୍ଞ ଡ଼. ଲଷ୍ମୀକାନ୍ତ ପତି କହିଥିଲେ! ଉଦଳା ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଙ୍ଗ ଡ଼. ମଧୁସ୍ମିତା ବେହେରା, ପ୍ରଜ୍ଞା ବେହେରାଙ୍କ ସମେତ ନର୍ସମାନେ ସାମିଲ ହୋଇଥିଲେ!

Related posts

ରାଇରଙ୍ଗପୁରରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୪୦ତମ ଛଉନୃତ୍ଯ ପ୍ରତିଯୋଗିତା

mahabharatanews

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

mahabharatanews

୨୮ରେ ପଦ୍ମପୁର ଲୋକ ମହୋତ୍ସବ

mahabharatanews