ଓଡିଶା

ପଶ୍ଚିମବଙ୍ଗ ସୀମାନ୍ତରେ ବାଙ୍ଗଲାଦେଶୀ ପାଇଁ ଚେକ ପୋଷ୍ଟ

ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମବଙ୍ଗ ସୀମାନ୍ତରେ ବାଙ୍ଗଲାଦେଶୀ ପାଇଁ ଚେକ ପୋଷ୍ଟ। ମୟୂରଭଞ୍ଜ ସୀମାନ୍ତରେ ଅନୁପ୍ରବେଶ କରିଯିବେ ସେଥି ପାଇଁ ବଡର ଥିବା ଚାନ୍ଦୁଆ ଥାନା ଅନ୍ତର୍ଗତ ଚକଶୁଳିଆପଦା ଠାରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ି ତନଖି କରାଯାଉଛି ବୋଲି ବାରିପଦା ଏସଡିପିଓ ଙ୍କ ସୂଚନା। ପଶ୍ଚିମ ବଙ୍ଗ ପଟୁ କାଳେ କେହି ବାଙ୍ଗଲାଦେଶୀ ଓଡ଼ିଶାକୁ ପ୍ରବେଶ କରୁଥିବା ଆଶଂକା କରି ମୟୂରଭଞ୍ଜ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ପ୍ରଥମ ପଦକ୍ଷେପ।

Related posts

ତମାଖୁ ନେଲାଣି 3 ହଜାରରୁ ଅଧିକ ମୁଣ୍ଡ

mahabharatanews

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews