ଓଡିଶା

ଉତ୍କଳ ବୈଶ୍ୟ କରଣ କଲ୍ୟାଣ ସମିତି ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ

ଉତ୍କଳ ବୈଶ୍ୟ କରଣ କଲ୍ୟାଣ ସମିତି ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ବ୍ରହ୍ମପୁର ସ୍ଥିତ କୋର୍ଟ ପେଟା ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ନନ୍ଦକିଶୋର ପଟ୍ଟନାୟକ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଉଦେଶ୍ୟ ଥିଲା ପୁରୀ ରେ ଥିବା ନନ୍ଦିନି ମଠର ମହନ୍ତ ଙ୍କ ଗତ ୦୭ନଭେମ୍ବର ଦିନ ପରଲୋକ ଗମନ କରିଥିଲେ। ବଶ୍ୟ କରଣ ସମାଜ ପାଇଁ ତାହା ଏକ ଦୁଃଖଦାୟକ।

ବଶ୍ୟ କରଣ ସମାଜ ର ସମସ୍ତ ପରିବାର ପାଇଁ ଆମର କୁଳ ଗୁରୁ ବା ମହାରାଜାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଆମର ପ୍ରିୟ ଚେଲା ଶ୍ରୀ ମଦନୋହନ ଙ୍କୁ ଆସନ ଅଳଙ୍କୃତ କରିବାରେ ଆମ ସମାଜର ସମସ୍ତ କରଣ ପାରିବାର ଯୋଗୋ ଦେଇ ଗୁରୁ ମଦନମୋହନ ଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଏହି ବୈଠକକୁ ପରିଚାଳନା କରିଥିଲେ କୁଳର ସମ୍ପାଦକ ପଞ୍ଚାନନ ପଟ୍ଟନାୟକ। ଏବଂ ବଶ୍ୟ କରଣ ସମାଜ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Related posts

ଜାରି ହେଲା ଅନଲକ-୬ ଗାଇଡଲାଇନ

mahabharatanews

ବଣଭୋଜି ପାଇଁ ଆସି ଯୁବକ ନିଖୋଜ

mahabharatanews

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ

mahabharatanews