ମନୋରଞ୍ଜନ

OTT’ରେ ବିଗ୍ ବସ୍

ଛୋଟ ପରଦାରେ ରିଆଲିଟି ଶୋ’ ‘ବିଗ୍ ବସ୍’ର କ୍ରେଜ୍ ପ୍ରତ୍ୟେକ ବର୍ଷ ଦେଖିବା ପାଇଁ ମିଳିଥାଏ । ଏହି ଶୋ ଏହାର ୧୭ ତମ ସିଜିନ୍ ସମାପ୍ତ କରି ସାରିଛି । ଏହାରି ମଧ୍ୟରେ ନିର୍ମାତାମାନେ ବିଗ୍ ବସ୍ OTT’ଆରମ୍ଭ ହେବା ନେଇ ସୂଚନା ଜାରି କରିଛନ୍ତି ।

ସୂଚନାନୁଯାୟୀ , ୱେଲ୍ ବିଗ୍ ବସ ଓଟିଟି’ର ପ୍ରଥମ ସିଜିନ୍ ୨୦୨୦ରୁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ‘ବିଗ୍ ବସ୍ OTT 3’ ଖୁବ୍ ଶୀଘ୍ର ଜିଓ ସିନେମାରେ ପ୍ରସାରିତ ହେବ ଏବଂ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ଏଥର କେଉଁ ସେଲିବ୍ରିଟି ମାନେ ଏହି ଶୋ’ରେ ଭାଗ ନେବେ । ଥିରେ ଦଲଜିତ୍ କୌର, ପ୍ରତୀକ୍ଷା ହନମୁକେ, ସନା ସୈଇଦ, ଶୋଏବ ଇବ୍ରାହିମ ଭଳି ନାମ ସାମିଲ ଅଛି । ‘ବିଗ୍ ବସ୍ 17’ରେ ଲାଇମ୍ ଲାଇଟରେ ଥିବା ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ବିକି ଜୈନ ମଧ୍ୟ ଏହି ସିଜନରେ ନଜର ଆସି ପାରନ୍ତି ।

Related posts

ଏକାଠି ଠୁମକା ଲଗାଇଲେ କରିସ୍ମା ଓ ମାଧୁରୀ

mahabharatanews

ଥମୁନି ଓଲିଉଡ଼ ମାମଲା ; ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ମନୋଜ 

mahabharatanews

ଭାଇରଲ ହେଲା ସନି ଦେଓଲଙ୍କ ପୁଅ-ବୋହୂ ଫୋଟୋ

mahabharatanews