ମନୋରଞ୍ଜନ

 ଆରମ୍ଭ ହେବ’କୌନ ବନେଗା କରୋଡପତି’ 

 ଲୋକପ୍ରିୟ ଟେଲିଭିଜନ୍ ଶୋ ‘କୌନ ବନେଗା କରୋଡପତି’ ଦୀର୍ଘ ଦିନ ହେବ ଲୋକଙ୍କ ମନୋରଞ୍ଜନ କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଧାରଣ ଲୋକ ଏହି ଶୋ ଜରିଆରେ କୋଟିପତି ହୋଇଛନ୍ତି ଏବଂ ଏହାର ଖୁବ୍ ଅଧିକ ଲୋକପ୍ରିୟତା ରହିଛି । ବର୍ତ୍ତମାନ ଏହି ଶୋ’ର ୧୬ ତମ ସିଜିନ୍ ଆରମ୍ଭ ହେବା ପାଇଁ ଯାଉଛି । ଶୋ ହୋଷ୍ଟ ଅମିତାଭ ବଚ୍ଚନ ପୁଣି ଥରେ କେବିସି ମାଧ୍ୟମରେ ମନୋରଞ୍ଜନ କରିବେ  ।

ସୂଚନାନୁଯାୟୀ ,  ଇନଷ୍ଟାଗ୍ରାମରେ ଏନେଇ ସୂଚନା ଜାରି କରିଛି । ସୋନି ଟିଭି କେବିସିର ଏକ ପୁରୁଣା ଭିଡିଓ ମଧ୍ୟ ପୋଷ୍ଟ କରିଛି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ – ଏତେ ଭଲ ପାଇବା ମିଳିଛି ଯେ ପୁଣି ଥରେ ଫେରିବା ପାଇଁ ଯାଉଛି କୌନ ବନେଗା କରୋଡପତି’ ।

Related posts

ରିଲିଜ ହେଲା ‘ଗୋଡେ ଗୋଡେ ଚାଅ’ର ଟ୍ରେଲର

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଓଏମଜି ୨’ର ଟ୍ରେଲର

mahabharatanews

ବିମାନଯାତ୍ରା କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ

mahabharatanews