ଓଡିଶା

ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି

ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି । ଦୀର୍ଘଦିନ ଧରି ମହନ୍ଦୀ ବିବାଦର ସମାଧାନ ପାଇଁ କମିଟି ଗଠନକୁ ନେଇ ଆଲୋଚନା ହୋଇ ଆସୁଥିଲା । ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ଗଠନ ହେଲା ୭ ଜଣିଆ କମିଟି । କମିଟିରେ ଅଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ । କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ଦିଗକୁ ପରୀକ୍ଷା କରିବ ।

Related posts

ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବାଇକ୍ ଉପରେ ମାଡିଗଲା ଟ୍ରକ୍

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

mahabharatanews