ଓଡିଶା

ରେଙ୍ଗାଲି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଗଣଦୌଡ଼

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ଗଣଦୌଡ଼ ର ଆୟୋଜନ କରାଯାଇଛି । ଏହାର ଆଭିମୁଖ୍ୟ ହେଲା ନିଶା ମୁକ୍ତ ଭାରତ ଏବଂ ଉତ୍ତମ ସ୍ୱାସ୍ଥ୍ୟ  । ଆମ ଭାରତର ମେରୁଦଣ୍ଡ ହେଉଛି ଯୁବ ଶକ୍ତି। କୌଣସି ନିଶା ଆମ ସ୍ୱାସ୍ଥ୍ୟ, ବ୍ୟକ୍ତିତ୍ବ ଓ ପରିବାରକୁ ନଷ୍ଟ କରିପାରେ ନିଶାମୁକ୍ତ ନୌଯବାନ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥାଏ । ଦେଶ ଯଦି ଆଗକୁ ଯିବ ତାହାହେଲେ ଯୁବ ସଂଗଠନ ହିଁ ମଜବୁତ ହେବା ନିହାତି ଆବଶ୍ୟକ। ସେଥିପାଇଁ ସ୍ୱାସ୍ଥ୍ୟପାଇଁ ଗଣଦୌଡ଼ ନିହାତି ରୂପେ ଏହା ଏକ ବଡ଼ ବାର୍ତ୍ତା ଏହି ଅବସରରେ ରେଙ୍ଗାଲି ଅଞ୍ଚଳ ବହୁ ବଜରଙ୍ଗ ଦଳ କାର୍ଯ୍ୟକର୍ତା ବିଶ୍ଵହିନ୍ଦୁ ପରିଷଦ ସଦସ୍ୟ ଏବଂ ଦୁର୍ଗା ବାହିନୀ ଏଥିରେ ସାମିଲ ହୋଇଥିଲେ । ସକାଳ ୭ ଟା ସମୟରେ ବାବା ମନ୍ଦିର ରୁ ବାହାରି ନାଇସ ଛକରେ ପହଂଚି ଥିଲେ ପରେ କାର୍ଯ୍ୟକର୍ତା ମାନେ ତାଙ୍କର ଅଭିଭାଷଣ ରଖିଥିଲେ।

Related posts

୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତ

mahabharatanews

ପ୍ରସବ ପାଇଁ ଲାଞ୍ଚ ମାଗିଲେ ହସ୍ପିଟାଲ କର୍ମଚାରୀ ନର୍ସ ନିଲମ୍ବିତ, ସୁଇପର ବହିଷ୍କୃତ

mahabharatanews

ପାରିବେଶୀୟ ମଞ୍ଜୁରୀ ନିମନ୍ତେ ପରିବେଶ ପ୍ରଭାବ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର

mahabharatanews