ଓଡିଶା

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଆରା ନୂଆବର୍ଷ

ନୂଆବର୍ଷ ପାଇଁ ସମସ୍ତଙ୍କ ମନରେ ଖୁସି ଆଉ ଉତ୍ସାହ! କିଏ ପ୍ରିୟଜନଙ୍କ ସହ ତ ଆଉ କିଏ ପରିବାର ଓ ସାଙ୍ଗସାଥି ମାନଙ୍କ ସହିତ ନୂଆ ବର୍ଷକୁ ବେଶ ମଜାରେ କାଟୁଛନ୍ତି! ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ନୂଆ ବର୍ଷକୁ ବେଶ ନିଆରା ଢଙ୍ଗରେ ପାଳନ କରିଛନ୍ତି! ବିଭିନ୍ନ ବର୍ଗର 150ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କପ୍ତିପଦା ବ୍ଲକରେ ଥିବା ସମିବୃକ୍ଷ ଠାରେ ନୂଆ ବର୍ଷକୁ ବେଶ ଧୂମଧାମରେ ପାଳନ କରିଛନ୍ତି! ବିଶେଷ କରି ଚାକରି ଜୀବନରେ ବ୍ୟସ୍ତ ରହୁଥିବା ବେଳେ ଏହି ଦିନରେ ଏକଜୁଟ ହୋଇ ନାଚଗୀତରେ ମଜି ଯାଇଥିଲେ! ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା!

Related posts

ଟ୍ରକ ତଳେ ପ୍ରାଣ ହାରିଲେ ମା ଓ ପୁଅ

mahabharatanews

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews

ଧାମ ମଣ୍ଡି ଉଦଘାଟିତ

mahabharatanews