Uncategorized

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

ବିଜ୍ଞାନ ମହାବିଦ୍ୟାଳୟ (ସ୍ୱୟଂଶାସିତ), ହିଞ୍ଜିଳିକାଟୁର ଇତିହାସ ବିଭାଗ ତରଫରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ର “ ଓଡ଼ିଆ ସାହିତ୍ୟର ବିକାଶ ଓ ଓଡ଼ିଆ ପରିଚୟ ପ୍ରତି ଦକ୍ଷିଣ ଓଡ଼ିଶାର ରାଜବଂଶମାନଙ୍କର ଅବଦାନ” ଶୀର୍ଷକ ଉପରେ ଗତ ୨୧ ଫେବ୍ରୁଆରୀ ୨୦୨୬ରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି ଆଲୋଚନାଚକ୍ର ଆଇକ୍ୟୁଏସସି (IQAC) ସହଯୋଗରେ ମହାବିଦ୍ୟାଳୟର ସୁଜ୍ଞାନ କୁମାରୀ ଦେଓ ମେମୋରିଆଲ୍ ହଲରେ ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ଅଦୀତୀ ପଟ୍ଟନାୟକ , ସୋଫିଆ ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟର ତାଳେତାଳେ ଆରମ୍ଭ ହୋଇଛି।

Related posts

ଲକଡାଉନରେ ମୋଦୀଙ୍କ ଲୋକପ୍ରିୟତା ବଢିଛି: ନ୍ୟୁୟର୍କ ଟାଇମ୍ସ

mahabharatanews

ପାକ୍ ଅସ୍ତ୍ରବିରତି ଉଲଙ୍ଘନର ଭାରତ ଦେଲା କଡା ଜବାବ

mahabharatanews

ତିଥି ଅନୁସାରେ କରନ୍ତୁ ଏହି ଜିନିଷ ଦାନ

mahabharatanews