Accidentଓଡିଶା

ଟ୍ରଲରକୁ ପିଟିଲା କାର, ଚାରି ଗୁରୁତର

ଧର୍ମଶାଳା/ସୌମ୍ୟ ପଣ୍ଡା : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଇଣ୍ଡିଆନ ପେଟ୍ରୋଲ ପମ୍ପ ସମୁଖରେ ଘଟିଛି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା I ସୂଚନା ଅନୁଯାଇ ଚଣ୍ଡିଖୋଲ ପଟୁ ଯାଉଥିବା ଏକ ଟ୍ରଲର ର ପଛପଟକୁ ପିଟିଲା ଏକ କାର I କାର ରେ ଯାଉଥିବା ଡ୍ରାଇଭର ସହ ଅନ୍ୟ ୩ ଯାତ୍ରୀ ଗୁରୁତର ହୋଇଛନ୍ତି I କାର ରେ ଯାଉଥିବା ଯାତ୍ରୀ ବାଲିଚନ୍ଦ୍ରପୁର ଥାନା ଅଂଚଳରେ ବୋଲି ଜଣାପଡିଛି I ଚାରିଜଣ ଆହତ ଥିବାବେଳେ ସେଥିରୁ ଦୁଇଜଣ ଅବସ୍ଥା ଗୁରୁତର ବୋଲି ଜଣାପଡିଛି I ଖବର ପାଇ କୁଆଖିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଯଦି ରଖିଛନ୍ତି।

Related posts

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟରେ ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews