ବିଶ୍ୱ

ବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ପ୍ରଭାବ

ବ୍ୟୁରୋ:ବିଶ୍ୱର ତୃତୀୟ ଧନୀ ଭାବେ ଧନୀ ତାଲିକାରେ ସ୍ଥାନ ପାଇଲେ ଗୌତମ ଆଦାନୀ । ପୂର୍ବରୁ ଆଦାନୀଙ୍କ ସମ୍ପତ୍ତିକୁ ନେଇ ବହୁ ଚର୍ଚ୍ଚା ହେଉଥିଲା । ତାଲିକାର ଚତୁର୍ଥ ସ୍ଥାନରେ ରହି ବି ଧନୀ ଭାବେ ବେଶ ପରିଚିତ ଥିଲେ । କିନ୍ତୁ ଏବେ ଆମାଜନ୍ ର ମୁଖ୍ୟ ଜେଫ୍ ବେଜୋସ ଙ୍କୁ ତୃତୀୟ ସ୍ଥାନରୁ ହଟାଇ ନିଜର ସମ୍ପତ୍ତି ବଳରେ ଏହି ସ୍ଥାନରେ ସ୍ଥାନ ପାଇଛନ୍ତି । ଯଦି ଉଭୟଙ୍କ ସମ୍ପତ୍ତି ଉପରେ ପକାଇବା  ଗୌତମଙ୍କ ପାଖରେ ୧୩,୧୯୦ କୋଟି ଡଲାର ଥିବା ବେଳେ ବେଜୋସଙ୍କ  ପାଖରେ ୧୨,୬୯୦ କୋଟି ଡଲାର ସମ୍ପତ୍ତି ରହିଛି । ସେହିଭଳି ତାଲିକାର ପ୍ରଥମ ସ୍ଥାନରେ ଏଲନ ମସ୍କ ଓ ଦ୍ୱିତୀୟ ସ୍ଥାନରେ ବର୍ନାଡ ର୍ ଆର୍ନଲ୍ଟ ରହିଛନ୍ତି । ମସ୍କଙ୍କ ସମ୍ପତ୍ତି ୨୨,୩୮୦ କୋଟି ଡଲାର ଥିବାବେଳେ ବର୍ନାର୍ଡଙ୍କ ସମ୍ପତ୍ତି ୧୫,୬୫୦ କୋଟି ଡଲାର ରହିଛି ।

Related posts

ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି 

mahabharatanews

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews

ପ୍ରେମ ପାଇଁ ବର୍ଡର ପାର

mahabharatanews