ମନୋରଞ୍ଜନ

ନିଜକୁ ସୀତା ମାତା କହି ଟ୍ରୋଲ ହେଲେ କ୍ରିତି

(ମୁମ୍ବାଇ) : ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ଚର୍ଚ୍ଚାରେ ରହିଛି। ସୁପରଷ୍ଟାର ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ୧୬ରେ ମୁକ୍ତିଲାଭ କରିବ ।

ସୂଚନାନୁଯାୟୀ , ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଆଦିପୁରୁଷ‌ରେ ଥିବା ତାଙ୍କ ଲୁକର ଫଟୋକୁ ସେ ସେୟାର କରିଥିବା ବେଳେ ମାତା ସୀତା…ମୋ ଜାନକୀ ବୋଲି ଲେଖିଛନ୍ତି। ଫଟୋରେ କ୍ରିତି ସୁନ୍ଦର ଦିଶୁଥିଲେ ବି ନିଜକୁ ଏଭଳି ମାତା ସୀତା କହିଥିବାରୁ ଟ୍ରୋଲରଙ୍କୁ ଏହା ପସନ୍ଦ ଆସିନାହିଁ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଦୟାକରି ନିଜକୁ ମାତା ସୀତାଙ୍କ ସହ ତୁଳନା କରନ୍ତୁ ନାହିଁ।’ ଆଉ ଜଣେ ଲେଖିଛନ୍ତି, ପ୍ରଥମେ ରାମାୟଣର ୫ଟି ଶ୍ଲୋକ ନଦେଖି କହିଲ ଶୁଣିବା।

 

 

Related posts

ତାମିଲ ଅଭିନେତା ମୋହନଙ୍କ ମୃତଦେହ ଉଦ୍ଧାର

mahabharatanews

ଓଡିଶା ଆସିବେ ଅଲ୍ଲୁ ଅର୍ଜୁନ

mahabharatanews

‘ଏହି କାରଣରୁ ଆମ ବୈବାହିକ ଜୀବନ ଭଲ ଚାଲିଛି’ : ପରିଣୀତି 

mahabharatanews