ମନୋରଞ୍ଜନ

ଓଡିଶା ଆସିବେ ଅଲ୍ଲୁ ଅର୍ଜୁନ

(ମାଲକାନଗିରି)  :  ଖୁବଶୀଘ୍ର ଆରମ୍ଭ ହେବ ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨  ର ସୁଟିଂ  ।  ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ଏହାର ସୁଟିଂ ହେବ ବୋଲି ଜଣାପଡିଛି । ଆଜି ପୁଷ୍ପା -୨ ର ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦେଶକ ଏମ. ପ୍ରସାଦ , କ୍ୟାମେରା ମେନ ଓଡିଶା ପାଳୁରୁ ଆସି ସୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି। ସୁପରଷ୍ଟାର ଅଲୁ ଅର୍ଜୁନ ସେଠାକୁ ଯିବା ସହ ସେଠାରେ ୪ରୁ ୫ ଦିନ ପର୍ଯ୍ୟନ୍ତ ଏଠାରେ ସୁଟିଂ କରାଯିବ ବୋଲି ଜଣାପଡିଛି ।

ସୂଚନାନୁଯାୟୀ ,  ଆସନ୍ତା ୮ ତାରିଖରୁ ସୁଟିଂ ଆରମ୍ଭ ହେବ ବୋଲି ନିର୍ମାତା ସୂଚନା ଦେଇଛନ୍ତି  । ‘ହନ୍ତୁଳାଗୁଡାରେ ଚେଜିଂ ସିନ୍, ଝୋଡଲା ପୋଲ ଉପରେ ଫାଇଟ ସିନ୍ ହେବା ନେଇ ସ୍ଥିର ହୋଇଛି । ଗୋଟିଏ ଡ୍ରୋନ୍ କ୍ୟାମେରାରେ ଏ ସମସ୍ତ ଅଞ୍ଚଳକୁ ସୁଟିଂ କରି ରଖିଛି ଟିମ୍ । ଏପ୍ରିଲ୍‌ ୭ ତାରିଖରେ ଫିଲ୍ମ ‘ପୁଷ୍ପା -୨’ର ପୋଷ୍ଟର ଓ ଟିଜିର ମଧ୍ୟ ରିଲିଜ୍ ହୋଇଛି ।

Related posts

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

mahabharatanews

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

mahabharatanews

ଦ୍ଵିତୀୟ ବିବାହ କରିବେ ଅଖିଳ ମିଶ୍ରାଙ୍କ ସ୍ତ୍ରୀ

mahabharatanews