ଭାରତମନୋରଞ୍ଜନ

ଫିଲ୍ମ ‘ଆଦିପୁରୁଷ’ ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ

(ମୁମ୍ବାଇ) : ଏବେ ବି ବାବଦ ଘେରରେ ରହିଛି ଫିଲ୍ମ ଆଦିପୁରୁଷ । ଏହାରି ମଧ୍ୟରେ  ତେବେ ଫିଲ୍ମ ଆଦିପୁରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ସୋମବାର ଶୁଣାଣି ହୋଇଥିଲା। ଓକିଲ କୁଲଦୀପ ତିୱାରୀଙ୍କ ଆବେଦନ ଶୁଣି କୋର୍ଟ ସେନସର ବୋର୍ଡ ଏବଂ ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକଙ୍କ ଉପରେ ବର୍ଷିଥିଲେ | କୋର୍ଟ କହିଛନ୍ତି ରାମାୟଣ-କୁରାନ, ଗୁରୁ ଗ୍ରନ୍ଥ ସାହେବ ଏବଂ ଗୀତା ଭଳି ପବିତ୍ର ପୁସ୍ତକକୁ ତ ଛାଡିଦିଅ।

 

ସୂଚନାନୁଯାୟୀ , କୋର୍ଟ ପଚାରିଥିଲେ –ସେନ୍ସର ବୋର୍ଡ କ’ଣ କରୁଛି? ସିନେମା ହେଉଛି ସମାଜର ଦର୍ପଣ | ଆପଣ ଆଗାମୀ ପିଢ଼ିକୁ କ’ଣ ଶିଖାଇବାକୁ ଚାହୁଁଛନ୍ତି? ସେନ୍ସର ବୋର୍ଡ ଏହାର ଦାୟିତ୍ୱ ବୁଝିପାରୁନାହିଁ କି? ଏଥି ସହିତ ଫିଲ୍ମର ନିର୍ମାତାଙ୍କ ସମେତ ଅନ୍ୟମାନେ ହାଜର ହୋଇନଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Related posts

ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ

mahabharatanews

କୁନୋ ଉଦ୍ୟାନକୁ  ଫେରିଲା ପଳାଇଥିବା ଚିତା

mahabharatanews

 ଝାଲାୱାଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା,୯ ମୃତ

mahabharatanews